ଆଜିର ଖବର ବଲାଙ୍ଗିରରୁ ପ୍ରଥମ ଥର ପାଇଁ ଜର୍ମାନୀ ଓ ଇଟାଲୀକୁ ରପ୍ତାନି ହେଲା ଆମ୍ବ ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଥିବା ବେଳେ ଓଡ଼ିଶାର ଆମ୍ବ ଏବେ ବିଦେଶ…