ଆଜିର ଖବର ଆଉ ୫ ବର୍ଷ ଦାୟିତ୍ଵରେ ରହିବେ ଏନ. ଚନ୍ଦ୍ରଶେଖରନ: ସବୁଜ ସଙ୍କେତ ଦେଲା ଟାଟା ସନ୍ସ ବୋର୍ଡ ନୂଆଦିଲ୍ଲୀ: ଆଜି ମୁମ୍ବାଇରେ ଟାଟା ଗ୍ରୁପର ବୋର୍ଡ ବୈଠକରେ ଗ୍ରୁପର ଅଧ୍ୟକ୍ଷତା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନ. ଚନ୍ଦ୍ରଶେଖରନ ବର୍ତ୍ତମାନ ଟାଟା ଗ୍ରୁପର ଅଧ୍ୟକ୍ଷ…