ଜାତୀୟ ଖବର ଶତକ କରିବାକୁ ଚାହୁଁନଥିଲେ ବିରାଟ କୋହଲି, କିପରି ମନାଇଲେ କେ.ଏଲ୍ ରାହୁଲ?, ଜାଣନ୍ତୁ ପୁରା କାହାଣୀ ପୁଣେ: ବିରାଟ କୋହଲି ବାଂଲାଦେଶ ବିପକ୍ଷରେ ଶତକ ହାସଲ କରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ୯୭ ବଲରେ…