ଅପରାଧ ବିବାହ ପ୍ରସ୍ତାବକୁ ମନା କରିବାରୁ ଭୟଙ୍କର କାଣ୍ଡ: ମହିଳାଙ୍କ ମୁଣ୍ଡରେ କୁରାଢ଼ି ଚୋଟ, ଯୁବକ ଗିରଫ ରାମପୁର: ଏକତରଫା ପ୍ରେମର ଆଉ ଏକ ଭୟଙ୍କର ପରିଣାମ ସାମ୍ନାକୁ ଆସିଛି। ବିବାହ ପ୍ରସ୍ତାବକୁ ମନା କରିବାରୁ ଜଣେ ମହିଳାଙ୍କ ମୁଣ୍ଡରେ କୁରାଢ଼ିରେ ଆକ୍ରମଣ କରିଥିବା ଅଭିଯୋଗ…