ଅପରାଧ NIA ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ବର୍ଷ ପୁରୁଣା ମାମଲାରେ ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଗିରଫ ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଶବ୍ବୀର ଅହମ୍ମଦ ଶାହଙ୍କୁ ଶୁକ୍ରବାର ସନ୍ଧ୍ୟାରେ (୧୭ ଏପ୍ରିଲ, ୨୦୨୬) ଏକ ପୁରୁଣା ମାମଲା ସହିତ ଜଡିତ ଜାତୀୟ ତଦନ୍ତ…