Categories
ଫଟୋ ଖବର

ଲକଡାଉନ ପାଇଁ ବର୍ତ୍ତମାନ ଘରେଘରେ ପିଡିଏସ ସାମଗ୍ରୀ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର

ପୁରୀ, ବର୍ତ୍ତମାନ ଚାରିଆଡେ ଲକଡାଉନ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଘୋଷଣା ମୁତାବିକ ସରକାରୀ ଅଧିକାରୀମାନେ ଘରକୁ ଘର ବୁଲି ପିଡିଏସ ସାମଗ୍ରୀ ପ୍ରଦାନ କରୁଛନ୍ତି। ଏହା ହେଉଛି ପୁରୀ ଜିଲ୍ଲାର ଗୋପ ବ୍ଲକର ଫଟୋ