ଆଜିର ଖବର ଆଜି ଦିଲ୍ଲୀରେ INDIA ବ୍ଲକର ମେଗା ମିଟିଂ: କ’ଣ ହେବ ନୂଆ ରଣନୀତି? ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପରେ ବଦଳିଥିବା ରାଜନୈତିକ ପରିସ୍ଥିତି ମଧ୍ୟରେ ସୋମବାର ଦିଲ୍ଲୀରେ INDIA ବ୍ଲକର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ରାଜଧାନୀର କନଷ୍ଟିଚ୍ୟୁସନ୍ କ୍ଲବରେ ହେବାକୁ…