ବିଶେଷ ଖବର ବିଧାନସଭାର ବିତର୍କ: ଏକ ଅନୁଶୀଳନ ପ୍ରଭୁକଲ୍ୟାଣ ମହାପାତ୍ର ବିତର୍କ ମାଧ୍ୟମରେ ଶାସନ ପରିଚାଳନା କରିବା ହେଉଛି, ସଂସଦୀୟ ଗଣତନ୍ତ୍ରର ବିଶେଷତ୍ବ। ଏହି ଶାସନ ବ୍ୟବସ୍ଥାରେ ବିଧାନସଭାରେ ବିତର୍କ ଜରିଆରେ ହିଁ ପ୍ରଶାସନକୁ ଉପଯୁକ୍ତ…