ଆଜିର ଖବର ପିଟି ଉଷା ବାୟୋପିକ୍ରେ କାଟ୍ରିନା ବଲିଉଡ୍ରେ ବାୟୋପିକ୍ର ଟ୍ରେଣ୍ଡ ଚାଲିଥିବା ବେଳେ ଏହି ଧାରାରେ ସାମିଲ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ୍। ଅଭିନେତ୍ରୀ କାଟ୍ରିନା କୈଫ୍ ଭାରତୀୟ ଧାବିକା ତଥା ପଦ୍ମଶ୍ରୀ…