ଆଜିର ଖବର ଏଲଆଇସିରେ ୨୬୮୪ କୋଟିର ଠକେଇ!: ଅନିଲ ଅମ୍ବାନୀଙ୍କ ଉପରେ ସିବିଆଇ ର କାର୍ଯ୍ୟାନୁଷ୍ଠାନ ନୂଆଦିଲ୍ଲୀ: ଅନିଲ ଅମ୍ବାନୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରିଲାଏନ୍ସ କ୍ୟାପିଟାଲ ଲିମିଟେଡ୍ (ଆରସିଏଲ) ର ପୂର୍ବତନ ଅଧ୍ୟକ୍ଷ ଅନିଲ ଅମ୍ବାନୀ,…