ଆଜିର ଖବର ଭୁବନେଶ୍ବରରେ ଜଳିଗଲା ବସ୍, କାରଣ ଅସ୍ପଷ୍ଟ ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,25/12 : ଭୁବନେଶ୍ବରରେ ଜଳିଗଲା ବସ୍ । ସହିଦ ନଗରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ବସ୍ଟି ହୁତୁହୁତ ହୋଇ ଜଳିଛି । ନିଆଁଲିଭା କାର୍ଯ୍ୟରେ…