ଆଜିର ଖବର ସୁନା ଦୋକାନରୁ କୋଟି କୋଟି ଟଙ୍କାର ଲୁଟ୍! ୬ ଦୁର୍ବୃତ୍ତଙ୍କ ଆତଙ୍କ, ୪ ଅଟକ, ୨ ଫେରାର ପାଟଣାଗଡ଼/ବାରିପଦା: ଦିନ ଦ୍ୱିପହରେ ବନ୍ଧୁକ ମୁନରେ ବଡ଼ ଧରଣର ସୁନା ଲୁଟ୍। ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆତଙ୍କ। ରବିବାର ମଧ୍ୟାହ୍ନରେ ଏକ ପ୍ରତିଷ୍ଠିତ ସୁନା…