ଆଜିର ଖବର ବ୍ୟବସ୍ଥିତ ଢଙ୍ଗରେ ଗଣତି ଚାଲିଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ: ବାହାର ରତ୍ନଭଣ୍ଡାର ଗଣତି ମଣତି ସରିବା ପରେ ଆଜିଠାରୁ ଭିତର ରତ୍ନଭଣ୍ଡାରର ଗଣତି ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନର ଗଣତି ପରେ ଶ୍ରୀମନ୍ଦିର…