Categories
ଫଟୋ ଖବର

ସଂପୂର୍ଣ୍ଣ ସର୍ଟ ଡାଉନ ଘୋଷଣା ହେବା ପରେ ଏହା ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳାର ଦୃଶ୍ୟ

ଯାଜପୁର, କରୋନା ପାଇଁ ବର୍ତ୍ତମାନ ତିନୋଟି ଜିଲ୍ଲା ସଂପୂର୍ଣ୍ଣ ସର୍ଟଡାଉନ ଘୋଷଣା କରାଯାଇଛି। ସେହି ତିନୋଟି ଜିଲ୍ଲା ହେଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର। ସର୍ଟଡାଉନ ଘୋଷଣା ପରେ ଏହା ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳାର ଦୃଶ୍ୟ।