ଆଜିର ଖବର ମଧ୍ୟପ୍ରାଚ୍ୟରେ ମୁହାଁମୁହିଁ: ଆମେରିକା ଆକ୍ରମଣରେ ୫ ଇରାନୀ ତୈଳ ଟ୍ୟାଙ୍କର୍ ନଷ୍ଟ ୱାସିଂଟନ୍: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆମେରିକା ସେନା ଏକ ବଡ଼ ସାମରିକ ଅଭିଯାନ ଚଲାଇ ଇରାନ୍ର ୫ଟି ଅଶୋଧିତ ତୈଳ ଟ୍ୟାଙ୍କର୍କୁ ଆକ୍ରମଣ କରି…