#Telkoi

ତେଲକୋଇ: ସକାଳୁ ସକାଳୁ ଯାତ୍ରୀବାହୀ ବସ୍‌ରେ ଆତଙ୍କ! ହଠାତ୍ ଫାଟିଗଲା ଆଗ ଟାୟାର। ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଗଛକୁ ଧକ୍କା ଦେଲା ବସ୍। ଏହି ଭୟଙ୍କର ଦୁର୍ଘଟଣାରେ…