ଆଜିର ଖବର ବନ୍ଦେ ମାତରମ୍ ପ୍ରସଙ୍ଗ: କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର: ରାଷ୍ଟ୍ରଗୀତ ବନ୍ଦେ ମାତରମ୍କୁ ନେଇ କଂଗ୍ରେସ ଦଳର ତୁଷ୍ଟିକରଣ ରାଜନୀତିକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ସମାଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଦେଶର…