ଆଜିର ଖବର ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ ଭୁବନେଶ୍ଵର: ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବେଶ୍ ସଫଳତାର ସହ ଆଗେଇ ଚାଲିଛି। ଏହି କ୍ରମରେ ସଂଶୋଧନ ଅଭିଯାନର ୧୧ତମ ଦିନ…