ଆଜିର ଖବର ଆଜି ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ର ସେମିଫାଇନାଲ୍ ମ୍ୟାଚ: ଜାଣନ୍ତୁ ସମୟ ନୂଆଦିଲ୍ଲୀ: ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍-୨୦୨୬ ର ଉଭୟ ସେମିଫାଇନାଲ୍ ଆଜି। ଏହି ଛଅ ଦଳ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଚାମ୍ପିଅନସ୍ ଦଳ ଖରାପ ପ୍ରଦର୍ଶନ କରିଛି।…