Categories
ଫଟୋ ଖବର

ସାରା ବିଶ୍ବରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 30 ଲକ୍ଷ ଟପିଲା, ଆରୋଗ୍ୟ ସଂଖ୍ୟା 67 ଲକ୍ଷ

ନୂଆଦିଲ୍ଲୀ, ବର୍ତ୍ତମାନ ସାରା ପୃଥିବୀରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ହିସାବ ଅନୁସାରେ ସାରା ବିଶ୍ବରେ ଏହି ସଂଖ୍ୟା ଏକ କୋଟି 30 ଲକ୍ଷ ଟପିଯାଇଛି।