ଜୀବନ ଶୈଳୀ ହଳଦିଆ ଦାନ୍ତ ନେଇ ଚିନ୍ତିତ କି? ଲୁଣ-ଲେମ୍ବୁ ଲଗାଇବା ପୂର୍ବରୁ ଜାଣନ୍ତୁ ଏହି କଥା ମୁହଁର ସୌନ୍ଦର୍ଯ୍ୟରେ ହସର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏକ ସୁନ୍ଦର ହସ ଆତ୍ମବିଶ୍ୱାସ ବଢ଼ାଇଥାଏ। କିନ୍ତୁ ଦାନ୍ତ ଧୀରେ ଧୀରେ ହଳଦିଆ କିମ୍ବା ବାଦାମୀ ଦେଖାଯିବା ଆରମ୍ଭ…