ଆଜିର ଖବର ଦୁର୍ଘଟଣାରେ ଗୋଟିଏ ପରିବାର ୧୧ଜଣ ଆହତ ଖଲ୍ଲିକୋଟ: ଖୋର୍ଦ୍ଧା-ଗଞ୍ଜାମ ସୀମାନ୍ତ ଜଳିଶଙ୍ଖ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋକୁ କଣ୍ଟେନର ଧକ୍କା ଦେବାରୁ ଗୋଟିଏ ପରିବାରର…