ଅପରାଧ କୋଟିଏରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ କଲା ଏସଟିଏଫ, ଜଣେ ଗିରଫ ଭୁବନେଶ୍ବର: ବାଲେଶ୍ୱର ଅରଡ଼ା ବଜାର ରେଳ ଲେଭେଲ କ୍ରସିଂଙ୍ଗ ନିକଟରେ ଚଢ଼ାଉ କରି କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବ୍ରାଉନ…