ଆଜିର ଖବର INDIA ମେଣ୍ଟରୁ AAPର ଦୂରତା! ଦିଲ୍ଲୀ ବୈଠକ ପୂର୍ବରୁ ସଞ୍ଜୟ ସିଂହଙ୍କ ବଡ଼ ବୟାନ ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ ଜୁନ ୮ ତାରିଖ ସୋମବାର ଦିଲ୍ଲୀରେ ହେବାକୁ ଥିବା ବିରୋଧୀ ଦଳମାନଙ୍କ INDIA ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଆମ ଆଦମୀ…