ଅନ୍ତରାଷ୍ଟ୍ରୀୟ ଇଣ୍ଡୋନେସିଆ ପୁସ୍ତକ ମେଳାରେ ଏକମାତ୍ର ଭାରତୀୟ ପ୍ରକାଶକ ଭାବେ ଯୋଗ ଦେବ ଓଡିଶାର ‘ପେନ୍ ଇନ୍ ବୁକ୍ସ’ ଭୁବନେଶ୍ବର: ଚଳିତ ମାସ ୩୦ ତାରିଖରୁ ୪୬ତମ ଅନ୍ତର୍ଜାତୀୟ ଇଣ୍ଡୋନେସିଆ ପୁସ୍ତକମେଳା ଆୟୋଜିତ ହେଉଥିବାବେଳେ ଏଥିରେ ଯୋଗ ଦେବ ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ…