ଆଜିର ଖବର ଏମଟେକ ରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ ରଣପୁର: ଓଡିଶା ଯୁଗ୍ମ ପ୍ରେବେଶିକା ପରୀକ୍ଷାରେ (ଓଜେଇ) ୨୦୨୬ ଏମଟେକ୍ ରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲୋଧା ଚୁଆ…