ଆଜିର ଖବର ସିନେକ୍ରିଟିକ୍ ର ମନୋଜ୍ଞ ସଂଗୀତ ସନ୍ଧ୍ୟା-ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ ଭୁବନେଶ୍ୱର: ହିନ୍ଦୀ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ପଦ୍ମଭୂଷଣ ସୁମନ କଲ୍ୟାଣପୁରଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ…