ଆଜିର ଖବର ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କେମିଷ୍ଟସ ଓ ଡ୍ରଗିଷ୍ଟସ ଆସୋସିଏସନ (ଜି ପି ସି ଡି ଏ), ଉତ୍କଳ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ (ୟୁସିଡିଏ) ଓ ଅଲ୍…