ଆଜିର ଖବର କଟକ ବଡ଼ ମେଡିକାଲରେ ଆର୍ଥିକ ହେରଫେର ଅଭିଯୋଗ : ଡାଟା ଏଣ୍ଟ୍ରି ଅପରେଟର ଗିରଫ କଟକ: କଟକ ବଡ଼ ମେଡିକାଲରେ ସାମ୍ନାକୁ ଆସିଛି ବଡ଼ ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ। ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ଓ ଆର୍ଥିକ…