ଆଜିର ଖବର କରୈକଲ୍ର ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରିଛି ସାମୁଦ୍ରିକ ଶୈବାଳ ଚାଷ ପୁଡୁଚେରୀ: ସାମୁଦ୍ରିକ କୃଷି, ବିଶେଷ କରି ଶୈବାଳ ଚାଷ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ କରୈକଲ ଅଞ୍ଚଳର ମତ୍ସ୍ୟଜୀବୀ ମହିଳାଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେବା ସହିତ…