ଆଜିର ଖବର ହାଇକୋର୍ଟକୁ ମିଳିବେ ଆଉ ୪ ନୂଆ ବିଚାରପତି; କଲେଜିୟମର ସୁପାରିସ୍ କଟକ: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଆଉ ଏକ ପଦକ୍ଷେପ ନିଆଯାଇଛି। ହାଇକୋର୍ଟର ବିଚାରପତି ଭାବେ ଚାରିଜଣ ଆଇନଜୀବୀଙ୍କ ନାମକୁ ସୁପ୍ରିମକୋର୍ଟ…