ଆଜିର ଖବର ବନ୍ୟାରେ ନଦୀବନ୍ଧ ଓ କେନାଲର କ୍ଷୟକ୍ଷତି ନେଇ ଜଳସମ୍ପଦ ସଚିବଙ୍କୁ ଚିଠି ଲେଖିଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଭୁବନେଶ୍ବର: ରାଜ୍ୟର ଚଳିତ ବନ୍ୟାରେ ନଦୀବନ୍ଧ ଘାଇ ଓ କେନାଲ ନଷ୍ଟ ପାଇଁ ୨୮୩ କୋଟି ଟଙ୍କାର କ୍ଷତି ହୋଇଛି। ଚଳିତ ମଧ୍ୟମ ଧରଣ ବନ୍ୟାରେ ୩୮…