ଅପରାଧ ପୋଲିସ ନିୟନ୍ତ୍ରଣ କକ୍ଷକୁ ଆସିଲା ଫୋନ: ଅମିତାଭ ବଚ୍ଚନଙ୍କ ବଙ୍ଗଳା ସମେତ ୩ଟି ରେଳ ଷ୍ଟେସନରେ ଖଞ୍ଜା ଯାଇଛି ବୋମା ମୁମ୍ବାଇ: ଗୋଟିଏ ଅଜଣା ଫୋନ୍ କଲ ଆସିବା ପରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ପୋଲିସ ନିୟନ୍ତ୍ରଣ କକ୍ଷରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ମୁମ୍ବାଇରେ ସୁରକ୍ଷାକୁ କଡାକଡି…