ଆଜିର ଖବର ୧୯୫ କେଜି ଗଞ୍ଜେଇ ଜବତ ବ୍ରହ୍ମପୁର: କନ୍ଧମାଳରୁ ଭୁବନେଶ୍ବରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ ସମୟରେ ୧୯୫ କେଜି ଗଞ୍ଜେଇ ଜବତ ହୋଇଛି । ବ୍ରହ୍ମପୁର ଫାଷ୍ଟଗେଟ୍ ନିକଟରେ…