ଆଜିର ଖବର ଯୁକ୍ତ୨ରେ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ: ହେଲ୍ଥକେୟାର ଓ ଆପାରେଲ୍ସ ପଢ଼ିବେ ଛାତ୍ରଛାତ୍ରୀ ଭୁବନେଶ୍ବର: ଯୁକ୍ତ୨ ଶିକ୍ଷା ପରେ କେବଳ ଉଚ୍ଚଶିକ୍ଷା ନୁହେଁ, ଦକ୍ଷତାଭିତ୍ତିକ ରୋଜଗାର ପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଓଡ଼ିଶା।…