ଆଞ୍ଚଳିକ ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ବାଣପୁର: ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲ ଆନୁକୂଲ୍ୟରେ ବିଦ୍ୟାଳୟ ପ୍ରାଙ୍ଗଣରେ “ଗୁରୁପୂଜନ ଦିବସ” ମହା ସମାରୋହରେ ପାଳନ କରାଯାଇଥିଲା। ଏହାସହିତ ବାଣପୁର ଏବଂ ଆଖ ପାଖ ଅଞ୍ଚଳର…