ଆଜିର ଖବର ଅପରାଧିକ ମାମଲାରେ ମହିଳା ଗିରଫ, ପୋଲିସ ସହିତ ହୋଇଥିଲା ଧସ୍ତାଧସ୍ତି କୁଜଙ୍ଗ: ଜନୈକ ଯୁବକକୁ ମରଣାନ୍ତକ ଆକ୍ରମଣର ଅଭିଯୋଗରେ ଗତକାଲି ପୋଲିସ ଜନୈକା ମହିଳାଙ୍କୁ ଗିରଫ କରିଥିଲା। ମହିଳା ଜଣଙ୍କ ହେଲେ କୁଜଙ୍ଗ ଥାନା ବଡ଼ଗବପୁର ଗ୍ରାମର ସଂଯୁକ୍ତା…