ଝାଡଖଣ୍ଡ ଛାତ୍ର ଆନ୍ଦୋଳନ

ରାଞ୍ଚି: ଛାତ୍ର ଆନ୍ଦୋଳନ ମଧ୍ୟରେ ଝାଡ଼ଖଣ୍ଡ ସରକାର ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ରାତିରେ ସରକାର ୪୪ଟି ନିଯୁକ୍ତି ପରୀକ୍ଷାକୁ ବାତିଲ…