ଆଜିର ଖବର ଝାଡ଼ାବାନ୍ତିରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ ବାରିପଦା: ରାସଗୋବିନ୍ଦପୁର ଝାଡ଼ାବାନ୍ତିରେ ଚିକିତ୍ସିତ ହେଉଥିବା ଛାତ୍ରୀମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ୫ମ ଶ୍ରେଣୀର ହୋଇଥିବାର ସୂଚନା ରହିଛି…