ଆଜିର ଖବର କଟକ ତ୍ରିଶୂଳିଆ ବ୍ରିଜରେ ଭୟାବହ ସଡ଼କ ଦୁର୍ଘଟଣା: କାର ଚାଳକଙ୍କ ମୃତ୍ୟୁ, ହାଇୱା ଚାଳକ ଫେରାର କଟକ : କଟକ ଜିଲ୍ଲାର ତ୍ରିଶୂଳିଆ ବ୍ରିଜ ଉପରେ ଗତ ବିଳମ୍ବିତ ରାତ୍ରିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗତି ହାଇୱା ଟ୍ରକ୍ ଏକ…