ଆଜିର ଖବର ହାତୀ ଆକ୍ରମଣରେ ଆହତବ୍ୟକ୍ତି ବୁର୍ଲାଡାକ୍ତରଖାନାରେ ମୃତ: କ୍ଷତିପୂରଣ ଦାବୀରେ ଜାମୁଜୋରୀରେ ରାସ୍ତାରୋକ କନ୍ଦର୍ପ ବେହେରା ରେଢାଖୋଲ: ଗତ ୨୭ ତାରିଖରେ ନାକଟିଦେଉଳ ରେଞ୍ଜ ଜାମୁଜୋରୀ ପଂଚାୟତର ବିନ୍ଦୁପୁର ଗ୍ରାମରେ ଜନୈକ ବ୍ୟକ୍ତିଙ୍କୁ ହାତୀ ମାରି ଦେବା ପରେ ତାକୁ ବୁର୍ଲା…