ଆଜିର ଖବର ତିନି ଦିନ ପାଇଁ ସଟଡାଉନ ହେଲା ପାରଳାଖେମୁଣ୍ଡି ସହର, ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାପାଳ ଆଜି ପାରଳାଖେମୁଣ୍ଡି ସହରରୁ 3 ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଶୁକ୍ରବାର, ଶନିବାର ଓ ରବିବାର ଦିନ ସହର ସଟଡାଉନ ରହିବ।…