ଫିଟନେସ ସାର୍ଟିଫିକେଟ୍

ଭୁବନେଶ୍ୱର: ବାରିପଦାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ରାଜ୍ୟ ସରକାର ପରିବହନ ବ୍ୟବସ୍ଥାରେ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ବୈଧ ଫିଟନେସ ପ୍ରମାଣପତ୍ର (Fitness Certificate)…