ଆଜିର ଖବର ବସୁମତି ସ୍ନାନରେ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ ବାଣପୁର: ଓଡ଼ିଶାର ଗଣପର୍ବ ରଜ। ଶେଷ ଚତୁର୍ଥ ଦିନଟି ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ଭାବରେ ପାଳନ କରାଯାଏ। ପ୍ରାଚୀନ କାଳରୁ ପ୍ରଚଳିତ ଓଡ଼ିଆ ଘରର…