ଆଜିର ଖବର ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ ଚମ୍ପୁଆ : ଲଗାଣ ବର୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ରୁଗୁଡ଼ି ନିକଟସ୍ଥ NH-520ର ବାରବାଙ୍କ ଘାଟିରେ ବଡ଼…