ଜାତୀୟ ଖବର ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଲା ପୁଣେ : ପୁଣେ ଏବଂ ମହାରାଷ୍ଟ୍ରର ପିମ୍ପରି ଚିଞ୍ଚୱାଡରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ଏବେ ୧୮ ରେ ପହଞ୍ଚିଛି। ଫୁଗେୱାଡିରେ ଛଅ ଜଣଙ୍କ ଅବସ୍ଥା ଗୁରୁତର ରହିଛି…