ବୁଥ ଏଜେଣ୍ଟଙ୍କୁ ହତ୍ୟା

କଲିକତା: ଉତ୍ତର ୨୪ ପରଗାନା ଜିଲ୍ଲାର ପୀରଗାଛା ଠାରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ବୁଥ ଏଜେଣ୍ଟ ଅବଦୁଲ୍ଲାଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଗ୍ରାମବାସୀ…