ଆଜିର ଖବର ଜିଏମୟୁ ଇତିହାସ ବିଭାଗ ପକ୍ଷରୁ ଭୀମ ମଣ୍ଡଳୀକୁ ଶିକ୍ଷାଗତ ଐତିହ୍ୟ ପରିଦର୍ଶନ ରେଢ଼ାଖୋଲ (କନ୍ଦର୍ପ ବେହେରା): ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ୪୦ ଜଣିଆ ଛାତ୍ର/ଛାତ୍ରୀ ଏବଂ ଗବେଷଣା ବିଦ୍ୱାନଙ୍କ ଏକ ଦଳ ପ୍ରାଗୈତିହାସିକ ସଂସ୍କୃତି ଏବଂ ଐତିହ୍ୟ…