ଆଜିର ଖବର ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ପ୍ରାଣହାନୀ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳ ଛକରେ ଅବସ୍ଥିତ ଭୈରବ ବନ୍ଧରେ ଦୁଇ ଛାତ୍ରଙ୍କ ସଲ୍ଲିଳ ସମାଧୀ ଘଟିଛି। ଦୁଇ ଛାତ୍ରଙ୍କ…