ଆଜିର ଖବର ରଣପୁର ମଣିନାଗ ପୀଠରେ ବୁଦ୍ଧିଜୀବୀ ସମ୍ମିଳନୀ: ଯୋଗଦେଲେ ବାଚସ୍ପତି ରଣପୁର: ରଣପୁର ଏନଏସି ସ୍ଥିତ ମା ମଣିନାଗଙ୍କ ପୀଠରେ ଥିବା ସମ୍ମିଳନୀ କକ୍ଷରେ ଓଡ଼ିଶାର ବାଚସ୍ପତି ତଥା ରଣପୁରର ବିଧାୟିକା ସୁରମା ପାଢ଼ୀଙ୍କ ଅଧକ୍ଷତାରେ ଏକ ବୁଦ୍ଧିଜୀବୀ…